ଦ୍ୱାତ୍ରିଂଶଲ୍ଲକ୍ଷଣ
ଦେଖଣା
ଦ୍ୱାତ୍ରିଂଶଲ୍ଲକ୍ଷଣ
ଉଚ୍ଚାରଣ
[ସମ୍ପାଦନା](ଦ୍ୱିତ୍ରିଂଶଲ୍ଲକ୍ଷଣ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -(ଦିଗୁ; ଦ୍ୱାତ୍ରିଂଶତ୍+ଲକ୍ଷଣ)
[ସମ୍ପାଦନା]ମହାପୁରୁଷମାନଙ୍କ ଦେହରେ ଥିବା ୩୨: ଗୋଟି ଲକ୍ଷଣ ବା ଶୁଭ ଚିହ୍ନ — Thirtytwo specially auspicious marks found on the body of great men.
(ଦ୍ୱାତ୍ରିଂଶଲ୍ଲକ୍ଷଣା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବୁହବ୍ରୀହି)
[ସମ୍ପାଦନା]ଯେଉଁ ମହା— ପୁରୁଷଙ୍କ ଦେହରେ ୩୨:ଟି ଶୁଭ ଚିହ୍ନ ଥାଏ —(a person) Having thirtytwo auspicious marks on the body.