ଦ୍ୱାଦଶାଦିତ୍ୟ
ଦେଖଣା
ଦ୍ୱାଦଶାଦିତ୍ୟ
ଉଚ୍ଚାରଣ
[ସମ୍ପାଦନା](ଦ୍ୱାଦଶାତ୍ମା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ସୂର୍ଯ୍ୟଙ୍କର ଶାସ୍ତ୍ରବର୍ଣ୍ଣିତ ଦ୍ୱାଦଶବିଧି ରୂପ ବା ନାମ —The ୧୨ name of the Sun- god.
[ଦ୍ରଷ୍ଟବ୍ୟ —ବାର, ଆତ୍ମନ୍, ବିବସ୍ୱାନ୍, ଅର୍ଯ୍ୟମା, ପୂଷା, ତ୍ୱଷ୍ଟା, ସବିତା, ଭଗ, ଧାତା, ବିଧାତା, ବରୁଣମିତ୍ର ଓ ଉରୁକ୍ରମ ଏହି ୧୨: ଗୋଟି ସୂର୍ଯ୍ୟଙ୍କର ନାମ ଅଟେ]