ଦ୍ୱାଦଶୀ
ଦେଖଣା
ଦ୍ୱାଦଶୀ
ଉଚ୍ଚାରଣ
[ସମ୍ପାଦନା](ଦ୍ୱିଦଶୀ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଦ୍ୱାଦଶ+ସ୍ତ୍ରୀ. ଈ)
[ସମ୍ପାଦନା]ପକ୍ଷର ଦ୍ୱାଦଶ ତିଥି — The twelfth day of the lunar fortnight.
[ଦ୍ରଷ୍ଟବ୍ୟ —ନିମ୍ନଲିଖିତ ଦ୍ୱାଦଶୀମାନ ହିନ୍ଦୁମାନଙ୍କରପ୍ରଧାନ ପର୍ବ ଅଟେ; ଯଥା—୧. ଚମ୍ପକ ଦ୍ୱାଦଶୀ—ଜ୍ୟେଷ୍ଠ ଶୁକ୍ଳଦ୍ୱାଦଶୀ— ଚମ୍ପାଫୁଲଦ୍ୱାରା ବିଷ୍ଣୁପୂଜା (ଶ୍ରୀକୃଷ୍ଣଙ୍କ ବିବାହତ୍ସବ), ୨. ବାମନ ଜନ୍ମ—ଭାଦ୍ର ଶୁକ୍ଳଦ୍ୱାଦଶୀ—ବିଷ୍ଣୁଙ୍କର ବାମନ ଅବତାର ଦିବସ, ୩. ଗରୁଡ଼ ଦ୍ୱାଦଶୀ—କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ,୪. ବରାହ ଦ୍ୱାଦଶୀ— ମାଘ ଶୁକ୍ଳ ଦ୍ୱାଦଶୀ—ବିଷ୍ଣୁଙ୍କର ବରାହ ଅବତାରଦିବସ, ଗୋବିନ୍ଦ ଦ୍ୱାଦଶୀ—ପୁଷ୍ୟାନକ୍ଷତ୍ରଯୁକ୍ତ ଫାଲ୍ଗୁନ ଶୁକ୍ଳଦ୍ୱାଦଶୀ]