Jump to content

ଦ୍ୱାଦଶୀ ପାରଣା

ଉଇକିଅଭିଧାନ‌ରୁ

ଦ୍ୱାଦଶୀ ପାରଣା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଦ୍ୱାଦଶୀ+ପାରଣା)

[ସମ୍ପାଦନା]

ଏକାଦଶୀ ଦିନ ଉପବାସ ବ୍ରତ କରିଥିବା ବ୍ୟକ୍ତିମାନଙ୍କର ଦ୍ୱାଦଶୀ ଦିନ ପ୍ରଥମ ଭୋଜନ ବିଧି — The breaking of fast after the Ekādaṡī on the morning of Dwādaṡī.