ଦ୍ୱାଦଶ ବନ
ଶ୍ରୀକୃଷ୍ଣଙ୍କ ୧୨: ଗୋଟି ପ୍ରଧାନ ଲୀଳାବାଚନ — The twelve woods where Ṡrīkṛushṇa disported.
[ ଦ୍ର—ମଧୁ, ତାଳ, କୁମୁଦ, ବହୁଳା, କାମ୍ୟ, ଖଦିର, ବୃନ୍ଦା, ଭଦ୍ର, ବିଲ, ଲୌହ, ଭାଣ୍ଡୀର ଓ ମହାବନ ଦ୍ୱାଦଶ ବନ ଅଟେ]