Jump to content

ଦ୍ୱାଦଶ ମଦ୍ୟ

ଉଇକିଅଭିଧାନ‌ରୁ

ଦ୍ୱାଦଶ ମଦ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧୨. ପ୍ରକାରର ମଦ୍ୟ — Twelve kinds of wine.

[ଦ୍ରଷ୍ଟବ୍ୟ —ପାନସ, ଦ୍ରାକ୍ଷ, ମାଧୁକ, ଖାର୍ଜୁର, ତାଳ, ଐକ୍ଷବ, ମାଧ୍ୱିକ, ଗୁଡ଼ାଜ, ଟଙ୍କାମାଧ୍ୱିକ, ମୈରେୟ, ନାରିକେଳଜ ଓ ସୁରା ଏମାନଙ୍କୁ ଦ୍ୱାଦଶମଦ୍ୟ କୁହାଯାଏ]