Jump to content

ଦ୍ୱାଦଶ ମଳ

ଉଇକିଅଭିଧାନ‌ରୁ

ଦ୍ୱାଦଶ ମଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଦେହର ୧୨: ପ୍ରକାରର ମଇଲା — The twelve kinds of execrations of human body.

[ଦ୍ରଷ୍ଟବ୍ୟ —ବସା, ଶୁକ୍ର, ଅସ୍ମକ୍, ମକ୍କା, ମୂତ୍ର, ବିଷ୍ଠା, ନଖ, କର୍ଣ୍ଣମଳ, ଶ୍ଳେଷ୍ମା, ଅସ୍ଥି, ନେତ୍ରମଳ ଓ ସ୍ନେହ ଏମାନଙ୍କୁ ଦ୍ୱାଦଶମଳ କୁହାଯାଏ]