Jump to content

ଦ୍ୱାଦଶ ଯାତ୍ରା

ଉଇକିଅଭିଧାନ‌ରୁ

ଦ୍ୱାଦଶ ଯାତ୍ରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପୁରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବାରଗୋଟି ପ୍ରଧାନ ପର୍ବ —The twelve chief festivals of the Deity Jagannātha at Puri.

[ଦ୍ରଷ୍ଟବ୍ୟ —ନିମ୍ନଲିଖିତ ଯାତ୍ରାମାନଙ୍କୁ ଦ୍ୱାଦଶ ଯାତ୍ରା କୁହାଯାଏ; ଯଥା—୧. ବୈଶାଖ ଶୁକ୍ଳ ତୃତୀୟା—ଅକ୍ଷୟ ତୃତୀୟା ୨. ଜ୍ୟେଷ୍ଠ ପୂର୍ଣ୍ଣିମା—ଦେବସ୍ନାନ ୩. ଆଷାଢ଼ ଶୁକ୍ଳଦ୍ୱିତୀୟା—ଶ୍ରୀଗୁଣ୍ଡିଚା, ରଥଯାତ୍ରା ୪. ଆଷାଢ଼ ଶୁକ୍ଳ ଏକାଦଶୀ— ହରିଶୟନ ୫. ଶ୍ରାବଣ ସଂକ୍ରାନ୍ତି— ଦକ୍ଷିଣାୟନ ସଂକ୍ରାନ୍ତି ୬. ଭାଦ୍ର ଶୁକ୍ଳ ଏକାଦଶୀ—ପାର୍ଶ୍ୱ ପରିବର୍ତ୍ତନ ୭. କାର୍ତ୍ତିକ ଶୁକ୍ଳ ଏକାଦଶୀ—ଦେବତ୍ଥାପନ ୮. ମାର୍ଗଶୀର ଶୁକ୍ଳ ଷଷ୍ଠୀ—ପ୍ରାବରଣ ଷଷ୍ଠୀ ୯. ପୌଷ ପୂର୍ଣ୍ଣିମା—ପୁଷ୍ୟାଭିଷେକ ୧. ମାଘ ସଂକ୍ରାନ୍ତି—ମକର ସଂକ୍ରାନ୍ତି ୧୧: . ଫାଲ୍ଗୁନ ପୂର୍ଣ୍ଣିମା— ଦୋଳଯାତ୍ରା ୧୨: . ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ—ଦମନକ ଚତୁର୍ଦ୍ଦଶୀ ବା ଦଅଣାଚୋରୀ]