ଦ୍ୱାରକା
ଦେଖଣା
ଦ୍ୱାରକା
ଉଚ୍ଚାରଣ
[ସମ୍ପାଦନା](ଦ୍ୱାରକା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଦ୍ୱାର=ମୁକ୍ତିଦ୍ୱାର+କ+ସ୍ତ୍ରୀ. ଆ)
[ସମ୍ପାଦନା]ଶ୍ରୀକୃଷ୍ଣଙ୍କ ରାଜଧାନୀ —The capital where Ṡrīkṛushṇa was holding his court.
[ଦ୍ରଷ୍ଟବ୍ୟ —ଏହା ବର୍ତ୍ତମାନ ଗୁଜରାଟର ପଶ୍ଚିମରେ ଅବସ୍ଥିତ; କିନ୍ତୁ ଶ୍ରୀକୃଷ୍ଣଙ୍କ ରାଜଧାନୀ ସମୁଦ୍ର ଗର୍ଭରେ ଲୀନ ହୋଇଅଛି ବୋଲି କଥିତ ଏଠାରେ ବର୍ତ୍ତମାନ ଡ଼ାକୋର୍ଜୀ ଠାକୁର ଅଛନ୍ତି ଏହା ହିନ୍ଦୁଙ୍କର ଗୋଟିଏ ତୀର୍ଥ ସଥାନ ଏହା ବର୍ତ୍ତମାନ ବରୋଦା ମହାରାଜା ଗାଇକବଡ଼ାଙ୍କ ଖାସ୍ ଦଖଲରେ ଅଛି ଓ ଉଷାମଣ୍ଡଳ ପ୍ରଗନା ଅନ୍ତର୍ଗତ ମଦନମୋହନ. ତୀର୍ଥଦର୍ଶନ]
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କୁ ଦିଆଯିବା ନାମ —A name given to males.