Jump to content

ଦ୍ୱାରକା ଦାସ

ଉଇକିଅଭିଧାନ‌ରୁ

ଦ୍ୱାରକା ଦାସ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଓଡ଼ିଆ ପ୍ରାଚୀନ କବିବିଶେଷ — Name of a classical Oṟḍ̠iā poet.

[ଦ୍ରଷ୍ଟବ୍ୟ —ଏ ଓଡ଼ିଶାର ରାଜା ତେଲେଙ୍ଗା ମୁକୁନ୍ଦ ଦେବଙ୍କ ରାଜତ୍ୱ କାଳରେ (୧୫୫୧—୧୫୫୯: ଖ୍ରୀଷ୍ଟାବ୍ଦ) ଜୀବିତ ଥିଲେ ଏ ସନ୍ୟାସୀ ଥିବାର ଅନୁମାନ କରାଯାଏ 'ପ୍ରେମରସ ଚନ୍ଦ୍ରିକା' ଓ 'ସପ୍ତପୋଇ' ନାମକ ଗ୍ରନ୍ଥ ଏହାଙ୍କଦ୍ୱାରା ରଚିତ ତାରିଣୀ. ଉତ୍କଳସାହିତ୍ୟର ଇତିହାସ]