ଦ୍ୱାରସ୍ଥ
ଦେଖଣା
ଦ୍ୱାରସ୍ଥ
ଉଚ୍ଚାରଣ
[ସମ୍ପାଦନା](ଦ୍ୱାରସ୍ଥା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ଦ୍ୱାର+ସ୍ଥା ଧାତୁ+ଅ)
[ସମ୍ପାଦନା]- ୧. ଯେ ଦ୍ୱାରଦେଶରେ ଅବସ୍ଥାନ କରେ — ୧. Standing at the door.
- ୨. ଭିକ୍ଷା ନିମନ୍ତେ ଦ୍ୱାରରେ ଉପସ୍ଥିତ — ୨. Arrived at the door of a person for begging.
- ୩. (ଲକ୍ଷଣାର୍ଥ) ଶରଣାଗତ — ୩. (figurative) Coming to one's door for shelter; solicting shelter.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଦ୍ୱାରୀ; ଦ୍ୱାରପାଳ —Doorkeeper (Apte).