ଦ୍ୱାରିକା ଛପା
ଦେଖଣା
ଦ୍ୱାରିକା ଛପା
ଉଚ୍ଚାରଣ
[ସମ୍ପାଦନା](ଦ୍ୱାରିକା ଛାପା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶ୍ରୀକୃଷ୍ଣଙ୍କ ନାମାଙ୍କିତ ପିତଳ ବା ତମ୍ୱାର ମୋହର —A brass or copper seal containing the letters of the name of Ṡrīkṛushṇa.
[ଦ୍ରଷ୍ଟବ୍ୟ —ଦ୍ୱାରକାରେ ବୈଷ୍ଣବମାନଙ୍କଦେହରେ ଏ ମୋହରକୁ ତତାଇ କରି ଛାପା ମରା ଯାଏ ଓ ତଜ୍ଜନିତ ତାଙ୍କଦେହରେ ନାମାଙ୍କିତ ଚିହ୍ନ ରହିଯାଏ]