Jump to content

ଦ୍ୱାରୀ

ଉଇକିଅଭିଧାନ‌ରୁ

ଦ୍ୱାରୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଦ୍ୱାର+ଇନ୍; ୧ମା. ୧ବ.)

[ସମ୍ପାଦନା]
୧. ଦୁଆର ଜଗୁଆଳ; ଦ୍ୱାରପାଳ —୧. Door-keeper; porter.
୨. ରାଜାଆଦିଙ୍କ ଦିହୁଡ଼ିରେ ଜଗୁଆଳ —୨. Gate-keeper of Rajas etc.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଆଧୁନିକ ଯାତ୍ରାମାନଙ୍କରେ ବିଦୂଷକ — The jester or buffoon in the country pantomines.