ଦ୍ୱାରେ
ଦେଖଣା
ଦ୍ୱାରେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ଅ.—(ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ; ସଂସ୍କୃତ - ଦ୍ୱାରା)
[ସମ୍ପାଦନା]- ୧. ଦ୍ୱାର ବାଟେ —୧. By the door of.
- ୨.ଦ୍ୱାରା —୨. By; by means of; with.
ସୁଜନେ ଶୁଣ ଶ୍ରୁତି ହାରେ ନବୁଡ଼ ସଂସାର ସାଗରେ ଜଗନ୍ନାଥ. ବାଗବତ
- ୩. (ସଂସ୍କୃତ - ଦ୍ୱାସ୍ ଶବ୍ଦର ୭ମୀ ୧ବ. ଦ୍ୱାରି)— ଦ୍ୱାରଦେଶରେ; ଦ୍ୱାର ନିକଟରେ —୩. At the door.