Jump to content

ଦ୍ୱାର ବଳିଭୁକ୍

ଉଇକିଅଭିଧାନ‌ରୁ

ଦ୍ୱାର ବଳିଭୁକ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱାର+ବଳି+ଭୁଜ୍ ଧାତୁ+କର୍ତ୍ତୃ. କ୍ୱିପ୍ ଦ୍ୱାରବଳିଭୁଜ୍; ୧ମା. ୧ବ.)

[ସମ୍ପାଦନା]
୧. କୁଆ; କାକ —୧. Crow (Apte).
୨. ଘରଚଟିଆ ଚଢ଼େଇ, ଚଟକ — ୨. Sparrow (Apte).