Jump to content

ଦ୍ୱି

ଉଇକିଅଭିଧାନ‌ରୁ

ଦ୍ୱି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତୁଳ ଫାରାସୀ - ଦୋ; ଲାଟିନ୍ ଡ଼୍ୟଓ)

[ସମ୍ପାଦନା]
୧. ଦୁଇ; ଦୁଇ ସଂଖ୍ୟକ —Two in number; numbering two.
୨. ଉଭୟ; ଦୁହେ —୨. Both.
୩. ଦୁଇଥର —୩. Twice.
୪. ଦୁଇ ପ୍ରକାରର —୪. Of two kinds.

[ଦ୍ରଷ୍ଟବ୍ୟ —ଏହି ଶବ୍ଦ ଅନ୍ୟ ସ୍ୱରାନ୍ତ ଶବ୍ଦ ପୂରେବେ ଯୁକ୍ତ ହେଲେ ଦ୍ୱିଃ ହୁଏ ଯଥା—ଦ୍ୱି+ଆଗମନ=ଦ୍ୱିରାଗମନ; ଦ୍ୱି ଅଶନ= ଦ୍ୱିରଶନ ଏହି ଶବ୍ଦ ଅନ୍ୟ ଶବ୍ଦ ପୂର୍ବେ ସମାସରେ ଯୁକ୍ତ ହୁଏ ଯଥା—ଦ୍ୱିବାହୁ, ଦ୍ୱିବିଧ, ଦ୍ୱିକର୍ମକ ଇତ୍ୟାଦି]