Jump to content

ଦ୍ୱିକ

ଉଇକିଅଭିଧାନ‌ରୁ

ଦ୍ୱିକ

ଉଚ୍ଚାରଣ

[ସମ୍ପାଦନା]

(ଦ୍ୱିକକାର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଦ୍ୱି+କ; ଯେଉଁ ଶବ୍ଦରେ ଦୁଇଟି କ ଅକ୍ଷର ଅଛି)

[ସମ୍ପାଦନା]
୧. କାକ; କୁଆ —୧. Crow (Apte).
୨. କୋକ; ଚକ୍ରବାକ — ୨. The Ruddy Goose (Apte).


ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଦୁଇ ପରସ୍ତିଆ —୧. Two fold (Apte).
୨. ଦୁଇ ସଂଖ୍ୟକ —୨. Consisting of two (Apte).
୩. ଦ୍ୱିତୀୟ —୩. Second (Apte).
୪. ଦ୍ୱିତୀୟବାର ଘଟିବା — ୪. Happening for the second time (Apte).
୫. ଶତକରା ଦୁଇ ହିସାବରେ — ୫. Two per cent (Apte).
୬. ଦୁଇ ସଂଖ୍ୟାଦ୍ୱାରା ବର୍ଦ୍ଧିତ — ୬. Increased by two (Apte).