ଦ୍ୱିକର
ଦେଖଣା
ଦ୍ୱିକର
ଉଚ୍ଚାରଣ
[ସମ୍ପାଦନା](ଦ୍ୱିକରା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ଦ୍ୱି ଗୁ; ଦ୍ୱି+କର)
[ସମ୍ପାଦନା]ଦୁଇ ହାତ — Two hands.
ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)
[ସମ୍ପାଦନା]ଦୁଇ ହସ୍ତବିଶିଷ୍ଟ — Having two hands; bimanous.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମନୁଷ୍ୟ —Man.
ଏକାକରେ ଦ୍ୱିକରେ ସ୍ତ୍ରୀକର ଧରି ଚତୁଷ୍କର ଦର୍ଶନକୁ ପଞ୍ଚକରେ ସଡ଼କରେ ଯାଉଅଛନ୍ତି ଯଦୁମଣି. ରହସ୍ୟ