ଦ୍ୱିଗୁ
ଦେଖଣା
ଦ୍ୱିଗୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦ୍ୱି+ଗୋ)
[ସମ୍ପାଦନା]- ୧. ଯେଉଁ ବ୍ୟକ୍ତିର ଦୁଇଟି ଗୋରୁ ଅଛି —୧. (a person) Owing two cows.
- ୨. ଦୁଇଟି ଗୋରୁ ବିନିମୟରେ ଯାହା ବଦଳା ଯାଇଅଛି — ୨. Bartered or exchanged for two cows.
ବିଶେଷ୍ୟ -
[ସମ୍ପାଦନା]ସମାହାରାଦି ଅର୍ଥରେ ସଂଖ୍ୟାପୂର୍ବକ କର୍ମଧାରାୟ ସମାସ — A class of compounds indicating a collection or number in which thefirst member is a number.
(ଯଥା—ତ୍ରିଭୁବନ, ତ୍ରିଲୋକୀ, ଚତୁଷ୍ପଦୀ ଇତ୍ୟାଦି)
[ଦ୍ରଷ୍ଟବ୍ୟ —ସଂସ୍କୃତିରେ ଦ୍ୱିଗୁସମାସ ତ୍ରିବିଧ ଯଥା—୧ ଉତ୍ତରପଦ ଯଥା—ସପ୍ତମାସୋପବୀତ; ୨ ସମାହାର ଯଥା—ତ୍ରିଭୁବନ, ସପ୍ତସତୀ, ତ୍ରିଲୋକୀ ୩ ତଦ୍ଧିତାର୍ଥେ ଯଥା—ଦ୍ୱ୍ୟଞ୍ଜଳି, ଅଷ୍ଟବର୍ଷ ଇତ୍ୟାଦି