ଦ୍ୱିଗୁଣିତ
ଦେଖଣା
ଦ୍ୱିଗୁଣିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଦ୍ୱି+ଗୁଣିତ)
[ସମ୍ପାଦନା]- ୧. ଦୁଇଦ୍ୱାରା ଗୁଣିତ — ୧. Multiplied by two.
- ୨. ଯେତିକି ଥିଲା ଆଉ ସେତିକି; ଡବଲ — ୨. Rouble.
- ୩. ଦି ଚଉତ —୩. Twofold; folded double.
- ୪. ଅତିଶୟ ବୃଦ୍ଧପ୍ରାପ୍ତ — ୪. Intensified; redoubled.
- ୫. ଚାରିଆଡ଼େ ଆବୃତ —୫. Enveloped.
- ୬. ଯେତିକି ଥିଲା ଆଉ ସେତିକି ବର୍ଦ୍ଧିତ — ୬. Doubled; double increased.