ଦ୍ୱିଜ
ଦେଖଣା
ଦ୍ୱିଜ
ଉଚ୍ଚାରଣ
[ସମ୍ପାଦନା](ଦ୍ୱିଜା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଂ. (ଦ୍ୱି+ଜନ ଧାତୁ+ କର୍ତ୍ତୃ. ଅ)
[ସମ୍ପାଦନା]- ୧. ଦ୍ୱିଜାତି; ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ; ହିନ୍ଦୁମାନଙ୍କର ପ୍ରଥମ ତିନି ଉଚ୍ଚ ବର୍ଣ୍ଣ —୧. The twice-born castes (Brāhmaṇa, Kshatriya and B&aline;i̱ṡya) amongst the Hindus.
[ଦ୍ରଷ୍ଟବ୍ୟ —ଏମାନେ ଥରେ ମାତ୍ର ଗର୍ଭରୁ ଜନ୍ମ ହୁଅନ୍ତି ଓ ଉପନଟନରୂପ ସଂସ୍କାରଦ୍ୱାରା ଆଉ ଥରେ ଜନ୍ମିବାର କଳ୍ପିତ ହୁଅନ୍ତି]
- ୨. ବ୍ରାହ୍ମଣ —୨. A Brāhmaṇa.
- ୩. ଅଣ୍ଡଜ ଜୀବ (ପକ୍ଷୀ, ସରିସୃପ ଆଦି) — ୩. Oviparous animals (birds, snakes, reptiles and fishes)
[ଦ୍ରଷ୍ଟବ୍ୟ —ଏମାନେ ଡିମ୍ୱରୂପରେ ମାତୃଗର୍ଭରୁ ପ୍ରଥମ ଜନ୍ମ ହୁଅନ୍ତି ଓ ପରେ ଡିମ୍ୱ ଫୁଟି ତହିମଧ୍ୟରୁ ଜୀବ ଆକାର ଧାରଣ କରି ଜନ୍ମନ୍ତି]
- ୪. ଦନ୍ତ —୪. Tooth.
[ଦ୍ରଷ୍ଟବ୍ୟ —ଜନ୍ମପରେ ଶିଶୁର ଦାନ୍ତ ଉଠେ ଓ କିଛିଦିନ ପରେ ତାହା ପଡ଼ିଯାଇ ଆଉ ଥରେ ଦାନ୍ତ ଉଠେ]
ବିଶେଷଣ -
[ସମ୍ପାଦନା]ଯେ ଦୁଇଥର ଜନ୍ମଗ୍ରହଣ କରେ —Twice-born.