Jump to content

ଦ୍ୱିଜନ୍ମା

ଉଇକିଅଭିଧାନ‌ରୁ

ଦ୍ୱିଜନ୍ମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଦ୍ୱି+ଜନ୍ମନ୍; ୧ମା. ୧ବ)

[ସମ୍ପାଦନା]

ଦ୍ୱିଜ (ଦେଖ) - —Dwija (See)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଦୁଇଟି ବିଭିନ୍ନ ପ୍ରକୃତିବିଶିଷ୍ଟ — ୧. Having two different natures (Apte).
୨. ଦୁଇ ଥର ଜନ୍ମଗ୍ରହଣ କରିଥିବା — ୨. Regenerated (Apte).