Jump to content

ଦ୍ୱିଜଲିଙ୍ଗୀ

ଉଇକିଅଭିଧାନ‌ରୁ

ଦ୍ୱିଜଲିଙ୍ଗୀ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Dwijaliṅgī
  • ଆଇ.ପି.ଏ. — dˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˌɔʃʃoˈikaɾ ɟˈɔ lˈɔ hɾˌɔʃʃoˈikaɾ ˈuŋɡɔ̃ hˈʌlˈʌntɔ ɡˈɔ dˈiːɾɡʰikˌaɾ

(ଦ୍ୱିଜବ୍ରୁବ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଦ୍ୱିଜ+ଲିଙ୍ଗ୍+ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଛଳ ବ୍ରାହ୍ମଣ; ବ୍ରାହ୍ମଣ ବେଶଧାରୀ ଅବ୍ରାହ୍ମଣ — ୧. One disguised as a Brāhmaṇa; one who pretends to be a Brāhmaṇa; a pseudo Brāhmaṇa.
୨. କ୍ଷତ୍ରିୟ —୨. A Kshatriya (Apte)