Jump to content

ଦ୍ୱିଜାତୀୟ

ଉଇକିଅଭିଧାନ‌ରୁ

ଦ୍ୱିଜାତୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦ୍ୱି+ଜାତି+ଈୟ)

[ସମ୍ପାଦନା]
୧. ଦୁଇ ପ୍ରକାରର — ୧. Of two kinds.
୨. ଦ୍ୱିଜ ସମ୍ୱନ୍ଧୀୟ —୨. Relating to the twice-born castes.
୩. ଦୋନସଲା —୩. Mongrel; hybrid.

ବିଶେଷ୍ୟ -

[ସମ୍ପାଦନା]

ଖଚର; ଅଶ୍ୱତର —Mule.