Jump to content

ଦ୍ୱିଜ ପତି

ଉଇକିଅଭିଧାନ‌ରୁ

ଦ୍ୱିଜ ପତି

ଉଚ୍ଚାରଣ

[ସମ୍ପାଦନା]

(ଦ୍ୱିଜରାଜ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଦ୍ୱିଜ+ପତି=ଶ୍ରେଷ୍ଠ)

[ସମ୍ପାଦନା]

ଶ୍ରେଷ୍ଠ ବ୍ରାହ୍ମଣ — ୧. A Brāhmaṇa of superior order.

୨. ପକ୍ଷୀରାଜ; ଗରୁଡ଼ —୨. Garuṟḍ̠a.
୩. ସର୍ପରାଜ; ଅନନ୍ତ; ବାସୁକୀ — ୩. The mythological king of serpents.

[ଦ୍ରଷ୍ଟବ୍ୟ —ଗ୍ରହ, ନକ୍ଷତ୍ର, ବିପ୍ର ଓ ଲତାଦି ରଜ୍ୟରେ ବ୍ରହ୍ମା ଚନ୍ଦ୍ରଙ୍କୁ ରାଜାରୂପେ ଅଭିଷିକ୍ତ କରିଥିଲେ]

୫. କର୍ପୂର —୫. Camphor (Apte).