Jump to content

ଦ୍ୱିଜ ପ୍ରପା

ଉଇକିଅଭିଧାନ‌ରୁ

ଦ୍ୱିଜ ପ୍ରପା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱିଜ+ପ୍ର+ପା ଧାତୁ+କର୍ତ୍ତୃ. କ୍ୱିପ୍; ପକ୍ଷୀମାନେ ଏଥିରୁ ଜଳପାନ କରିବାରୁ)

[ସମ୍ପାଦନା]
୧. ଗଛମୂଳର ଚାରିପାଖେ ପାଣି ପାଇଁ କରାଯିବା ମଳା; ଆଳବାଳ — ୧. A trench or basin round the root of a tree for holding water (Apte).
୨. କୂପ ନିକଟରେ ପଶୁପକ୍ଷୀ ଆଦିଙ୍କ ଜଳ ପିଇବା ପାଇଁ ନିର୍ମିତ କୁଣ୍ଡ —୨. A trough near a well for watering birds. cattle etc (Apte).