ଦ୍ୱିଜ ବନ୍ଧୁ
ଦେଖଣା
ଦ୍ୱିଜ ବନ୍ଧୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ନିକୃଷ୍ଟ ଶ୍ରେଣୀର ବ୍ରାହ୍ମଣ — ୧. A Brāhmaṇa of a lower order.
- ୨. ଦୈବଜ୍ଞ; ଭାଟଆଦି —୨. Astrologers etc.
- ୩. ଦ୍ୱିଜଲିଙ୍ଗୀ (ଦେଖ) - —୩. Dwijaliṅgī (See)
- ୪. ଯେ ନାମରେ ଓ ଜନ୍ମତଃ ବ୍ରାହ୍ମଣ, କିନ୍ତୁ ବ୍ରାହ୍ମଣୋଚିତ କର୍ମ କରେ ନାହିଁ —୪. A person who is Brāhmaṇa by name and birth only but not by acts.