Jump to content

ଦ୍ୱିଟ୍

ଉଇକିଅଭିଧାନ‌ରୁ

ଦ୍ୱିଟ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱିଷ୍ ଧାତୁ+କ୍ୱିପ୍; ଦ୍ୱିଷ୍ ଶବ୍ଦର ୧ମା. ୧ବ)

[ସମ୍ପାଦନା]

ଶତ୍ରୁ —Enemy.

ବିଶେଷଣ -

[ସମ୍ପାଦନା]

ବିରୋଧୀ; ଶତ୍ରୁଭାବାପନ୍ନ; ଦ୍ୱେଷକାରୀ — Inimical; spiteful; malicious; hostile.