ଦ୍ୱିତୀୟକ
ଦେଖଣା
ଦ୍ୱିତୀୟକ
ଉଚ୍ଚାରଣ
[ସମ୍ପାଦନା](ଦ୍ୱିତୀୟିକ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଦ୍ୱିତୀୟ+କ)
[ସମ୍ପାଦନା]- ୧. ଦ୍ୱିତୀୟ (ଦେଖ) - ୧. Dwitīya (See)
- ୨. ଦ୍ୱିତୀୟ ଥର ଘଟିଥିବା — ୨. Happening a second time (Apte).
- ୩. ଯେଉଁ ଜ୍ୱର ପ୍ରତ୍ୟେକ ଦ୍ୱିତୀୟ ଦିନ ଆକ୍ରମଣ କରେ; ଏକୋଇ (ଜର) —୩. (fever) Returning every second day (Apte).