ଦ୍ୱିତୀୟଶ୍ରମ
(ଦ୍ୱିତୀୟାଶ୍ରମୀ—ବିଶେଷଣ - ପୁଂ)
ହିନ୍ଦୁର ୪ ଗୋଟି ଆଶ୍ରମ ମଧ୍ୟରୁ ଦ୍ୱିତୀୟ ଆଶ୍ରମ; ଗୃହସ୍ଥାଶ୍ରମ; ଗାର୍ହସ୍ଥ୍ୟ —The second stage of a Hindu's life viz that of a married householder; family life.