Jump to content

ଦ୍ୱିତୀୟା

ଉଇକିଅଭିଧାନ‌ରୁ

ଦ୍ୱିତୀୟା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ଦ୍ୱିତୀୟା+ସ୍ତ୍ରୀ. ଆ)

[ସମ୍ପାଦନା]

ଦ୍ୱିତୀୟାର ସ୍ତ୍ରୀଲିଙ୍ଗ — Feminine of Dwitīya.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଦ୍ୱିତୀୟ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ପତ୍ନୀ; ଭାର୍ଯ୍ୟା —୧. Wife.
୨. ସହଚରୀ; ସଖୀ —୨. Female companion.
୩. ପକ୍ଷର ଦ୍ୱିତୀୟ ତିଥି; ପ୍ରତିପଦ ବା ଆମାବସ୍ୟାର ପରବର୍ତ୍ତୀ ତିଥି —୩. The second day of a lunar fort night.


[ଦ୍ରଷ୍ଟବ୍ୟ —ନିମ୍ନଲିଖିତ ଦ୍ୱିତୀୟା ମାନ ପର୍ବଦିନ ଅଟେ—ଯଥା୧ ଆଷାଢ଼ ଶୁକ୍ଳ ଦ୍ୱିତୀୟା—ଶ୍ରୀଗୁଣ୍ଡିଚା ବା ଜଗନ୍ନାଥଙ୍କର ରଥଯାତ୍ରା ୨ କାର୍ତ୍ତିକ ଶୁକ୍ଳ ଦ୍ୱିତୀୟା—ଅଧ୍ୟୟନ ଦ୍ୱିତୀୟା—ପାଠ ପଠନ ନିଷେଧ ୩ କାର୍ତ୍ତିକ ଶୁକ୍ଳ ଦ୍ୱିତୀୟା ବା ଭ୍ରାତ ଦ୍ୱିତୀୟା ଶ୍ରୀଲିଙ୍ଗ— ରାଜ ଦେବଙ୍କର ଯାତ୍ରା]