Jump to content

ଦ୍ୱିତୀୟ ବର୍ଣ୍ଣ

ଉଇକିଅଭିଧାନ‌ରୁ

ଦ୍ୱିତୀୟ ବର୍ଣ୍ଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦ୍ୱିତୀୟ+ବର୍ଣ୍ଣ)

[ସମ୍ପାଦନା]
୧. ହିନ୍ଦୁମାନଙ୍କ ମଧ୍ୟରେ କ୍ଷତ୍ରିୟ ଜାତି — ୧. The Kshatriya caste amongst the Hindus.
୨. (ବ୍ୟାକରଣ) ବର୍ଗରେ ପ୍ରଥମ ବର୍ଣ୍ଣ ପରେ ଥିବା ବର୍ଣ୍ଣ — ୨. (grammer) The second of a class of consonant letters.