Jump to content

ଦ୍ୱିତ୍ୱ

ଉଇକିଅଭିଧାନ‌ରୁ

ଦ୍ୱିତ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱି+ଭାବ. ତ୍ୱ)

[ସମ୍ପାଦନା]
୧. ଦ୍ୱିଗୁଣ ହେବାର ଅବସ୍ଥା; ଦ୍ୱିଗୁଣତ୍ୱ —୧. Reduplication; duality.
୨. ପୁନରକ୍ତି; ଗୋଟିଏ ବିଷୟକୁଦୁଇ ଥର କହିବା — ୨. Repetition.
୩. ଯୁଗ୍ମ; ଯୁଗଳ; ଯୋଡ଼ା — ୩. A pair; couple (Apte).
୪. ଦୁଇ ସଂଖ୍ୟା —୪. The number two (Apte).