ଦ୍ୱିଦଳ
ଦେଖଣା
ଦ୍ୱିଦଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦ୍ୱି+ଦଳ)
[ସମ୍ପାଦନା]- ୧. ଦୁଇ ପାଖୁଡ଼ା— ବିଶିଷ୍ଟ —୧. Two-petalled; bipetalous.
- ୨. ଦୁଇ ଫାଳବିଶିଷ୍ଟ (ପତ୍ର); ଦୁଇ ପତ୍ରବିଶିଷ୍ଟ — ୨. Two leafed; bilobate; two-bladed (leaf).
[ଦ୍ରଷ୍ଟବ୍ୟ —କଞ୍ଚନ ଓ ସଂସାରି ଲତା ପ୍ରଭୃତିର ପତ୍ର ଦୁଇଦଳ— ବିଶିଷ୍ଟ ଅଟେ]
ବିଶେଷ୍ୟ -
[ସମ୍ପାଦନା]ଡାଲି —Pulse.