ଦ୍ୱିଦ୍ୱାଦଶ
ଦେଖଣା
ଦ୍ୱିଦ୍ୱାଦଶ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ୍ୱ; ଦ୍ୱି=ଦ୍ୱିତୀୟ+ଦ୍ୱାଦଶ)
[ସମ୍ପାଦନା](ଫଳିତ ଜ୍ୟୋତିଷ) ବିବାହରେ ନିଷିଦ୍ଧ ବରକନ୍ୟାଙ୍କର ରାଶି ଦ୍ୱୟର ଆପେକ୍ଷିକ ଅବସ୍ଥିତି ବିଶେଷ — (astrology) A particular comparative position of the zodicical signs in the horoscopes of the bride and bridegroom which is deemed very inauspicious.
[ଦ୍ରଷ୍ଟବ୍ୟ —ଯେବେ କନ୍ୟାର ଜନ୍ମଲଗ୍ନ ବରର ଜନ୍ମଲଗ୍ନର ଦ୍ୱିତୀୟ ହୁଏ, ଅର୍ଥାତ୍ କ୍ରମିକ ସଂଖ୍ୟା ଗଣନାରେ ବରର ଜନ୍ମଲଗ୍ନ କନ୍ୟାର ଲଗ୍ନର ଦ୍ୱାଦଶ ହୁଏ ତେବେ ଏହି ଯୋଗ ଘଟେ ବରକନ୍ୟାଙ୍କ ଜାତକରେ ଏ ଯୋଗ ଘଟି ଥିବାର ଦେଖାଗଲେ ଏହା ଅତିଶୟ ଅଶୁଭ ଓ ଏ ଯୋଗଦୁଷ୍ଟ ଦମ୍ପତିଙ୍କର ଜୀବନ ଫଳିତ ଜ୍ୟୋତିଷ ମତରେ ଅତି ଅଶୁଭମୟ ହିନ୍ଦୀ - ଶବ୍ଦସାଗର ]