Jump to content

ଦ୍ୱିଧ

ଉଇକିଅଭିଧାନ‌ରୁ

ଦ୍ୱିଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦ୍ୱି+ଧା ଧାତୁ+କର୍ମ. ଅ)

[ସମ୍ପାଦନା]
୧. ଦୁଇଖଣ୍ଡ ବା ଭାଗରେ ବିଭକ୍ତ —୧. Divided into two parts.
୨. ଦୁଇଫାଳ ହୋଇ ଚିରା ଯାଇଥିବା — ୨. Split asunder.