Jump to content

ଦ୍ୱିଧା କରିବା

ଉଇକିଅଭିଧାନ‌ରୁ

ଦ୍ୱିଧା କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ସନ୍ଦିହାନ ହେବା; ଦୋଦୋପାଞ୍ଚ ହେବା — ୧. To hesitate.
୨. ଦୁଇଖଣ୍ଡ କରିବା — ୨. To split up; to divide into two.