Jump to content

ଦ୍ୱିପ

ଉଇକିଅଭିଧାନ‌ରୁ

ଦ୍ୱିପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱି+ପା. ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ହସ୍ତି; ଗଜ — ୧. Elephant.

[ଦ୍ରଷ୍ଟବ୍ୟ —ହସ୍ତୀ ଥରେ ଶୁଣ୍ଢରେ ଓ ଥରେ ମୁହଁରେ, ଏପରି ଦୁଇ ଥରରେ ଜଳ ପାନ କରେ]

୨. ନାଗ; ସର୍ପ —୨. Serpent.
୩. ନାଗେଶ୍ୱର ଗଛ —୩. Mesua Ferra (tree).