ଦ୍ୱିପଦ
ଦେଖଣା
ଦ୍ୱିପଦ
ଉଚ୍ଚାରଣ
[ସମ୍ପାଦନା](ଦ୍ୱିପଦୀ, ଦ୍ୱିପଦିକା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦ୍ୱି+ପଦ)
[ସମ୍ପାଦନା]- ୧. ଯାହାର ଦୁଇଟି ପାଦ ଅଛି; ଦୁଇପାଦ ଯୁକ୍ତ —୧. Biped; two-legged.
- ୨. ଦୁଇ ଚରଣଯୁକ୍ତ (ପଦ୍ୟ) — ୨. (stanza) Having two feet.
- ୩. ଦୁଇ ଶବ୍ଦ (ପଦ) ଯୁକ୍ତ (ବାକ୍ୟ) — ୩. (a sentence) Having two words.
ବିଶେଷ୍ୟ -
[ସମ୍ପାଦନା]- ୧. ଦୁଇ ଚରଣଯୁକ୍ତ ଛନ୍ଦଃ —୧. A couplet.
- ୨. ମନୁଷ୍ୟ —୨. Man.
- ୩. ପକ୍ଷୀ —୩. Bird.
- ୪. (ବ୍ୟାକରଣ) ସମାସ ବା ସନ୍ଧି ଯୋଗେ ଦୁଇ ଶବ୍ଦର ସମାହାର —୪. (grammer) A combination of two words.
- ୫. ରାକ୍ଷସ —୫. Demon.
- ୬. ଦେବତା —୬. Deity.
- ୭. (ଜ୍ୟୋତିଷ) ମିଥୁନ, ତୁଳା, କୁମ୍ଭ ଓ କନ୍ୟା ରାଶି — ୭. The astrological signs of the twins (Gemini), the scales (Libra), the pitcher (Aquarius), and the virgin (Virgo).
- ୮. (ଜ୍ୟୋତିଷ) ଧନୁ ରାଶିର ପୂର୍ବାଦ୍ଧ —୮. The prior half of the astrological sign the archer or Sagittarius.
- ୯. ଦୁଇଗୋଡ଼ିଆ ଜୀବ —୯. A biped.