Jump to content

ଦ୍ୱିପୁରୋଦନ୍ତୀ

ଉଇକିଅଭିଧାନ‌ରୁ

ଦ୍ୱିପୁରୋଦନ୍ତୀ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Dwipurodantī
  • ଆଇ.ପି.ଏ. — dˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˌɔʃʃoˈikaɾ pˈɔ hɾˈɔʃʃoˌukaɾ ɾˈɔ ˈokaɾ dˈɔ nˈɔ hˈʌlˈʌntɔ tˈɔ dˈiːɾɡʰikˌaɾ

ସଂସ୍କୃତ - ବିଶେଷଣ - (ଜୀବ ବିଜ୍ଞାନ ପରିଭାଷିକ ଶବ୍ଦ) (ଦ୍ୱି+ ପୁରୋଦନ୍ତ+ଇନ୍; ୧ମା. ୧ବ.)

[ସମ୍ପାଦନା]

ଯେଉଁ ଜୀବମାନଙ୍କର ମୁଖର ପୁରୋଭାଗରେ ପ୍ରତ୍ୟେକ ପାଟିରେ ୨ଟି ଲେଖାଏଁ କାଟିବା ଦାନ୍ତ ଥାଏ (ମୂଷା, ଗୁଣ୍ଡିଚି ମୂଷା ଇତ୍ୟାଦି) —Rodent; (animals) having two large incisor teeth in each jaw, distant from the molar teeth (e.g. mouse; squirrel).