ଦ୍ୱିବିଦ
ସୁଗ୍ରୀବଙ୍କ ଦ୍ୱାରପାଳ ମର୍କଟବିଶେଷ (ଏ ରାମଚନ୍ଦ୍ରଙ୍କ କପିସେନାର ଏକ ସେନାପତି ଥିଲେ) —Name of monkey, doorkeeper of Surgrība.
ବସିଥିଲା ଦ୍ୱିବିଦ ନାମରେ କପି ହାରେ—ଭଞ୍ଜ, ବୈଦେହୀଶବିଳାସ