Jump to content

ଦ୍ୱିବେଦ

ଉଇକିଅଭିଧାନ‌ରୁ

ଦ୍ୱିବେଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଦ୍ୱି+ ବେଦ)

[ସମ୍ପାଦନା]

ଦୁଇଟି ବେଦ ଅଧ୍ୟୟନ କରିଥିବା (ବ୍ୟକ୍ତି) —(a person) Versed in two Bedas.