Jump to content

ଦ୍ୱିମୁଖ

ଉଇକିଅଭିଧାନ‌ରୁ

ଦ୍ୱିମୁଖ

ଉଚ୍ଚାରଣ

[ସମ୍ପାଦନା]

ଦ୍ୱିମୁଖା, ଦ୍ୱିମୁଖୀସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଦ୍ୱି+ ମୁଖ)

[ସମ୍ପାଦନା]
୧. ଦୁଇଗୋଟି ମୁଖବିଶିଷ୍ଟ —୧. Two-faced.
୨. ଯାହାର ଦୁଇଟି ଦର୍ଶନୀୟ ପାଖ ଥାଏ — ୨. Having two phases.
୩. (ଲକ୍ଷଣାର୍ଥ) ଦୋମୁହାଁ; ଯାହାର କଥା ବଦଳେ — ୩. (figurative) Fickle of promise.

ବିଶେଷ୍ୟ -

[ସମ୍ପାଦନା]

ଦୋମୁଣ୍ଡିଆ ସାପ —A kind of snake having its tail resembling the head.