Jump to content

ଦ୍ୱିମୁଖୀ

ଉଇକିଅଭିଧାନ‌ରୁ

ଦ୍ୱିମୁଖୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ଦ୍ୱି ମୁଖ+ ଈ)

[ସମ୍ପାଦନା]

ଦ୍ୱିମୁଖର ସ୍ତ୍ରୀଲିଙ୍ଗ — Feminine of Dwimukha.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପ୍ରସବ କରୁଥିବା ଗାଈ —A cow while it is giving birth to a calf.

[ଦ୍ରଷ୍ଟବ୍ୟ —ଏପରି ଗାଈକୁ ଦାନ କରିବା ବିଶେଷ ପୁଣ୍ୟଜନକ ବୋଲି ହିନ୍ଦୁମାନଙ୍କରେ ଉପବିଷ୍ଟ ହୋଇଅଛି]