Jump to content

ଦ୍ୱିରଶନ

ଉଇକିଅଭିଧାନ‌ରୁ

ଦ୍ୱିରଶନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱି+ ଅଶନ)

[ସମ୍ପାଦନା]

(ଦ୍ୱିଗୁ) ଦିନରେ ଦୁଇଥର ଭୋଜନ —Two meals during a day.

ବିଶେଷଣ -

[ସମ୍ପାଦନା]

(ବହୁବ୍ରୀହି) ଯେ ଦିନରେ ଦୁଇଥର ଭୋଜନ କରେ — Taking two meals a day.