Jump to content

ଦ୍ୱିରାଗମନ

ଉଇକିଅଭିଧାନ‌ରୁ

ଦ୍ୱିରାଗମନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱି+ ଆଗମନ)

[ସମ୍ପାଦନା]
୧. ବିବାହ ପରେ ବୟୋପ୍ରାପ୍ତା କନ୍ୟାର ପତି ଗୃହକୁ ଆଘମନ; ପୁଆଣିଘର; ପହିଲିପାଳି —The advent of a bride to her husband's house after attaining puberty.
୨. ଦୁଆରପାଳି (ଦେଖ) - ୨. Duārapāḻi (See)