Jump to content

ଦ୍ୱିରାବୃତ୍ତି

ଉଇକିଅଭିଧାନ‌ରୁ

ଦ୍ୱିରାବୃତ୍ତି

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Dwirābṛutti
  • ଆଇ.ପି.ଏ. — dˈɔ hˈʌlˈʌntɔ lˈetəbˈiːʃˈatoˈekˈo hɾˌɔʃʃoˈikaɾ ɾˈɔ ˈakaɾ bˈɔ ɾˈikaɾ tˈɔ hˈʌlˈʌntɔ tˈɔ hɾˌɔʃʃoˈikaɾ

ସଂସ୍କୃତ - ବିଶେଷ୍ୟ - (ଦ୍ୱି+ ଆବୃତ୍ତ)

[ସମ୍ପାଦନା]
୧. କୌଣସି ବିଷୟକୁ ଦୁଇଥର ପଢ଼ିବା —୧. Reading a thing twice.
୨. ଲିଖିତ ବା ପଠିତ ବିଷୟର ଦ୍ୱିତୀୟାଥର ଆବୃତ୍ତି — ୨. Revision.