ଦ୍ୱିରୁପ
ଦେଖଣା
ଦ୍ୱିରୁପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ; ଦ୍ୱି+ ରୂପ)
[ସମ୍ପାଦନା]ଦୁଇଟି ରୂପ — Two forms.
ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]- ୧. ଦୁଇଟି ସ୍ୱତନ୍ତ୍ର ଆକାରବିଶିଷ୍ଟ — ୧. Of two different forms; bitform.
- ୨. ଯୁଗଳରୂପବିଶିଷ୍ଟ — ୨. Having a double form.
- ୩. ଯାହା ଦୁଇ ଆକାରରେ ଲେଖା ଯାଇ ପାରେ — ୩. Written in two ways.