Jump to content

ଦ୍ୱିଶଫ

ଉଇକିଅଭିଧାନ‌ରୁ

ଦ୍ୱିଶଫ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦ୍ୱି+ ଶଫ=ଖୁରା)

[ସମ୍ପାଦନା]

ଯାହାର ଖୁରା ଦୁଇ ଭାଗରେ ବିଭକ୍ତ — Two-hoofed; cloven-footed; having cloven hoofs.

(ଯଥା—ଗାଈ, ଛେଳି, ମେଣ୍ଡା, ମୃଗ )