Jump to content

ଦ୍ୱିଷନ୍ତପ

ଉଇକିଅଭିଧାନ‌ରୁ

ଦ୍ୱିଷନ୍ତପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦ୍ୱିଷଂ= ଶତ୍ରୁକୁ= ତପ ଧାତୁ= ପୀଡ଼ା ଦେବା + କର୍ତ୍ତୃ. ଅ)

[ସମ୍ପାଦନା]

ଯେ ଶତ୍ରୁକୁ ପୀଡ଼ା ଦିଏ — Distressing an enemy oppressor of a foe.

ବିଶେଷ୍ୟ -

[ସମ୍ପାଦନା]

ତମ୍ୱା —Copper.